ସଂସ୍କୃତି ବିଭାଗ ଅଧିନରେ ନିମ୍ନଲିଖିତ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟ କରୁଅଛି :
- ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର
- ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର
- ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର
- ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଭୁବନେଶ୍ୱର
- ଓଡ଼ିଶା ଲଳିତ କଳା ଏକାଡ଼େମୀ, ଭୁବନେଶ୍ୱର
- ଓଡ଼ିଶା ଉର୍ଦ୍ଧୁ ଏକାଡ଼େମୀ, ଭୁବନେଶ୍ୱର
- ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର,
- ବିଭୂତି କାନୁନଗୋ କଳା ଓ କାରିଗରୀ ମହାବିଦ୍ୟାଳୟ, ଭୁବନେଶ୍ୱର
- ସରକାରୀ କଳା ଓ କାରିଗରୀ ମହାବିଦ୍ୟାଳୟ, ଖଲ୍ଲିକୋଟ
- ଓଡ଼ିଶା ଇନଷ୍ଟିଚ୍ୟୁଟ ଅଫ୍ ମାରିଟାଇମ୍ ଏଣ୍ଡ ସାଉଥ୍-ଇଷ୍ଟ ଏସିଆନ୍ ଷ୍ଟଡ଼ିଜ୍
- ଏସ୍.ଭି. କଳା ଓ କାରିଗରୀ ବିଦ୍ୟାଳୟ, ଜୟପୁର
- ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ଭୁବନେଶ୍ୱର ସର୍ବସାଧାରଣ ଗ୍ରନ୍ଥାଗାର, ଭୁବନେଶ୍ୱର
- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
- ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ, ଭୁବନେଶ୍ୱର
- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର