ନିଆଯାଇଥିବା ପଦକ୍ଷେପ

୧୩ତମ ଆର୍ଥିକ କମିସନ ଆୱାର୍ଡ଼ ଅଧିନସ୍ଥ କାର୍ଯ୍ୟ (୨୦୧୧-୨୦୧୨ ରୁ ୨୦୧୪ – ୨୦୧୫ ନିମନ୍ତେ)

  • ଐତିହାସିକ କୀର୍ତ୍ତି : (ଟ. ୫୩.୦୦ କୋଟି) ଓ ବୌଦ୍ଧ ଐତିହ (ଟ. ୧୨.୦୦ କୋଟି) ର ସୁରକ୍ଷା ଓ ସଂରକ୍ଷଣ କରିବା।

ସମନ୍ୱିତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପରିଚାଳନା ପ୍ରକଳ୍ପ, ଓଡ଼ିଶା

କ୍ରମ ଅଞ୍ଚଳର ନାମ ଅଟକଳ ରାଶି (ଗଠନ ପ୍ରଣାଳୀ ସମ୍ବନ୍ଧୀୟ ସଂରକ୍ଷଣ ନିମନ୍ତେ ପ୍ରଶାସନିକ ଅନୁମୋଦନ  ପରିଧୀୟ ବିକାଶ (ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁମୋଦିତ) (ଲକ୍ଷରେ)
ଭବକୁଣ୍ଡଳେଶ୍ୱର ମନ୍ଦିର, ମାଣିକପାଟଣା (ପଥର ଖୋଦେଇ କାର୍ଯ୍ୟ) ୮୫.୮୬ ୭୨.୫୦
ଗଞ୍ଜାମ ଫର୍ଟ, ଗଞ୍ଜାମ ୬୬.୪୦ ୨୨୭.୫୦
ହରିହରଦେବ ମନ୍ଦିର, ନଇରି ୪୩.୮୦ ୬୬.୯୦
ବ୍ରିଟିସ ସମାଧିକ୍ଷେତ୍ର, ଗଞ୍ଜାମ ୯.୮୧ ୩୫.୭୫
ବାଲିହରଚଣ୍ଡି ମନ୍ଦିର, ବାଲିହରଚଣ୍ଡି ୪୬.୧୦ ୧୯୮.୨୦
ଜଗନ୍ନାଥ ମନ୍ଦିର, ପେଣ୍ଠ ୨୩.୦୩ ୯୯.୪୦
ବଟେଶ୍ୱର ମନ୍ଦିର, କଣ୍ଟିଆଗଡ଼ ୪୩.୦୦ ୧୦୦.୨୫
ପୁରୁଣା କୋଠା, ଜମ୍ବୁ    
  ମୋଟ ୩୧୮.୦୦ ୮୦୦.୫୦

୨ୟ ପର୍ଯ୍ୟାୟ

କ୍ରମ ତୀର୍ଥସ୍ଥଳୀର ନାମ ସ୍ଥାନ ଅଟକଳ ରାଶି(ତତ୍‌କାଳାର୍ଥ)(ଲକ୍ଷରେ)
ଚନ୍ଦନେଶ୍ୱର ଶିବ ମନ୍ଦିର ବାଲେଶ୍ୱର ୯୦.୦୦
ଭୂଷଣଦେଶ୍ୱର ମହାଦେବ ମନ୍ଦିର ବାଲେଶ୍ୱର ୮୫.୦୦
ମଣିନାଗେଶ୍ୱର ମନ୍ଦିର ବାଲେଶ୍ୱର ୮୦.୦୦
ମାଧବଜୀୟୁ ମନ୍ଦିର ଭଦ୍ରକ ୫୦.୦୦
ଜଗନ୍ନାଥ ମନ୍ଦିର ଗଞ୍ଜାମ ୫୦.୦୦
ଗଡ଼କୁଜଙ୍ଗ ଜଗତସିଂହପୁର ୯୦.୦୦
ଲୋକନାଥ ମନ୍ଦିର ଜଗତସିଂହପୁର ୭୦.୦୦
ପୁରୁଣା କୋଠା ଜଗତସିଂହପୁର ୬୦.୦୦
ପରେଶ୍ୱର ମନ୍ଦିର ଜଗତସିଂହପର ୫୦.୦୦
୧୦ ପଞ୍ଚବରାହି ମନ୍ଦିର କେନ୍ଦ୍ରାପଡ଼ା ୫୦.୦୦
୧୧ ବାଲି କପିଳେଶ୍ୱର ପୁରୀ ୫୦.୦୦
୧୨ ତ୍ରିବେଣୀଶ୍ୱର ମନ୍ଦିର ପୁରୀ ୯୦.୦୦
୧୩ ରାମଚଣ୍ଡୀ ମନ୍ଦିର ପୁରୀ ୫୦.୦୦
୧୪ କୁରୁମା ପୁରୀ ୬୦.୦୦
୧୫ ଜଗନ୍ନାଥ ମନ୍ଦିର ପୁରୀ ୯୦.୦୦
୧୬ ଲୋକନାଥ ମନ୍ଦିର, ପୁରୀ ପୁରୀ ୫୦.୦୦
୧୭ ତୋଟା ଗୋପୀନାଥ ମନ୍ଦିର, ପୁରୀ ପୁରୀ ୨୦.୦୦
୧୮ ବାଲିହରଚଣ୍ଡୀ ମନ୍ଦିର, ଭୁବନ, ପେଣ୍ଠକଟା, ପୁରୀ ପୁରୀ ୧୫.୦୦
୧୯ ମାର୍କଣ୍ଡେଶ୍ୱର ଓ ସପ୍ତମାତୃକା ମନ୍ଦିର ପୁରୀ ୨୦.୦୦
୨୦ ଦକ୍ଷିଣକାଳୀ ମନ୍ଦିର ପୁରୀ ୨୦.୦୦
୨୧ ଗୋପିନାଥଜୀୟୁ ମନ୍ଦିର ଖୋର୍ଦ୍ଧା ୯୦.୦୦
୨୨ ନେବଳଦାସ ମଠ ପୁରୀ ୪୦.୦୦
୨୩ ମଣିରାମ ମଠ ପୁରୀ ୨୦.୦୦
୨୪ ହାତୀ ଆଖଡ଼ା ପୁରୀ ୨୦.୦୦
୨୫ ବଳଭଦ୍ର ଆଖଡ଼ା ପୁରୀ ୨୦.୦୦
୨୬ ରାଣୀ ମଠ, ଖୁଣ୍ଟିଆ ସାହି ପୁରୀ ୨୫.୦୦
୨୭ ସମାଧି ମଠ ପୁରୀ ୨୦.୦୦
୨୮ ସାନ ଝାଦୁ ମଠ, ଖଜାପତି ଲେନ ପୁରୀ ୨୦.୦୦
୨୯ ସନାତନ ମଦନମୋହନ ମଠ ପୁରୀ ୨୦.୦୦
୩୦ ଗୌରବିହାର ମଠ ପୁରୀ ୩୦.୦୦
୩୧ ସିଦ୍ଧବକୁଳ ମଠ ପୁରୀ ୩୦.୦୦
୩୨ ସାନ ମଠ ପୁରୀ ୨୫.୦୦
୩୩ ହାତୀଗୁରୁଦେବ ମଠ ପୁରୀ ୨୦.୦୦
୩୪ ବଡ଼ତରାଳ ମଠ,ଗନମାଳା ସାହି ପୁରୀ ୨୦.୦୦
୩୫ ଅଇତୋଟା ମଠ ପୁରୀ ୨୦.୦୦
୩୬ ନାଗ ମଠ ପୁରୀ ୨୦.୦୦
୩୭ ପାପୁଡ଼ିଆ ମଠ ପୁରୀ ୨୦.୦୦
୩୮ ନିମ ଆଖଡ଼ା ପୁରୀ ୨୦.୦୦
୩୯ ବାୟାବାବା ମଠ ପୁରୀ ୨୦.୦୦
୪୦ ଗିରିଧାରୀ ମଠ, ଖୁଣ୍ଟିଆସାହି ପୁରୀ ୨୦.୦୦
୪୧ ବିଶାଖା ମଠ ପୁରୀ ୨୦.୦୦
୪୨ ଜଗତ ମୋହିନୀ ମଠ ପୁରୀ ୨୦.୦୦
୪୩ ଚାଉଳିଆ ମଠ ପୁରୀ ୨୫.୦୦
୪୪ ଭେଙ୍କଟାଚାରୀ ମଠ ପୁରୀ ୨୦.୦୦
୪୫ ଶଙ୍କରାଚାର୍ଯ୍ୟ ମଠ ପୁରୀ ୫୦.୦୦
୪୬ ପଥର ଖୋଦେଇ କାରୁକାର୍ଯ୍ୟର କ୍ଷମତା ନିର୍ଦ୍ଧାରଣ   ୧୦୦.୦୦